ବାଇକ୍ ଇନ୍ସୁରାନ୍ସ କ’ଣ? କେଉଁ Insurance କିଣିବେ, କ’ଣ Cover ହେବ ଏବଂ Claim କିପରି କରିବେ?
ରାସ୍ତାରେ ବାହାରିବା ଆଗରୁ ପ୍ରତ୍ୟେକ ବାଇକ ମାଲିକଙ୍କ ପାଖରେ ଏକ ବୈଧ ଇନସୁରାନ୍ସ ପଲିସି ଥିବା ବାଧ୍ୟତାମୂଳକ। କିନ୍ତୁ ଅଧିକାଂଶ ଲୋକ ପଲିସି କିଣନ୍ତି ମାତ୍ର “ମାନ୍ଡେଟୋରୀ” ବୋଲି, ପଲିସିରେ କଣ ଅଛି, କେତେ କଭର ମିଳିବ, ଆଉ କ୍ଲେମ୍ ସମୟରେ କେତେ ପଇସା ପକେଟରୁ ଖର୍ଚ୍ଚ ହେବ — ଏହା ବୁଝନ୍ତି ନାହିଁ। ଆଜିକାଲି ପ୍ରାୟ ପ୍ରତ୍ୟେକ ପରିବାରରେ ଅତି କମ୍ରେ ଗୋଟିଏ Bike କିମ୍ବା Scooter ଅଛି। କିନ୍ତୁ Bike କିଣିବା ପରେ ଅନେକ …
