ଆଜିର ଆର୍ଥିକ ଜଗତରେ ସୁଧ (Interest Rate) ହେଉଛି ସବୁଠାରୁ ମୁଖ୍ୟ ଅଂଶ। Savings Account, Loan, FD (Fixed Deposit), RD (Recurring Deposit) କିମ୍ବା Bond – ସମସ୍ତ financial productରେ ସୁଧର ପ୍ରଭାବ ସିଧାସଳଖ ଭାବେ ଗ୍ରାହକଙ୍କ ଲାଭ କିମ୍ବା ଖର୍ଚ୍ଚକୁ ନିର୍ଣ୍ଣୟ କରେ। ଅନେକ consumer Nominal Rate (ନାମମାତ୍ର ସୁଧ) କୁ ଦେଖି loan କିମ୍ବା deposit product ବାଛନ୍ତି, କିନ୍ତୁ Effective Rate (ପ୍ରଭାବଶୀଳ ସୁଧ) –…