Asset Allocation & Inflation Beating in Odia – ସମ୍ପତ୍ତି ବିଭାଜନ ଓ ମହଙ୍ଗାଇକୁ ହରାଇବା
ଆସେଟ୍ ଆଲୋକେସନ୍ ଓ ମହଙ୍ଗାଇକୁ ହରାଇବାର ଉପାୟ ଆଜିର ଆର୍ଥିକ ପରିବେଶରେ Asset Allocation (ସମ୍ପତ୍ତି ବିଭାଜନ) ଓ Inflation Beating (ମୁଦ୍ରାସ୍ଫୀତି/ମହଙ୍ଗାଇକୁ ହରାଇବା) ଦୁଇଟି ମୁଖ୍ୟ ଧାରଣା। Asset Allocation ପରିବାରର ସଦସ୍ୟ ମାନଙ୍କ ଭିତରେ ନୁହେଁ, ବରଂ ନିଜର ପରିସମ୍ପତ୍ତିକୁ ବଜାରରେ ଥିବା ବିଭିନ୍ନ ସମ୍ପତ୍ତିରେ ବିଭାଜନ କରିବାକୁ ବୁଝାଏ, ଯାଦ୍ୱାରା ନେଟୱର୍ଥ ରେ ବୃଦ୍ଧି ହୋଇଥାଏ , ପରିସମ୍ପତି ବୃଦ୍ଧି ହୋଇଥାଏ , ପିଢ଼ି ପରେ ପିଢ଼ି ଏହି ସମୃଦ୍ଧି ର ଲାଭ ପାଇଥାନ୍ତି …
