Showing 1 Result(s)

What are the Equity Mutual Funds ? ଇକ୍ୱିଟି ମ୍ୟୁଚୁଆଲ୍ ଫଣ୍ଡ କ’ଣ?

 ଇକ୍ୱିଟି ମ୍ୟୁଚୁଆଲ୍ ଫଣ୍ଡ କ’ଣ?  Equity Mutual Funds ହେଉଛି ସେହି fund ଯେଉଁଥିରେ ପ୍ରଧାନତଃ stocks/equities ରେ invest କରାଯାଏ। ଲକ୍ଷ୍ୟ: Long‑term capital appreciation | ଦୀର୍ଘକାଳୀନ ପୁଞ୍ଜିର ଅଭିବୃଦ୍ଧି କିନ୍ତୁ Debt fund ଠାରୁ ଅଧିକ risky। 🔹 SEBIର Equity Mutual Fund Classification Large‑Cap Funds (ଲାର୍ଜ୍ କ୍ୟାପ୍) – Top 100 companies ରେ invest। Mid‑Cap Funds (ମିଡ୍ କ୍ୟାପ୍) – 101–250 ranked companies। Small‑Cap …