Showing 1 Result(s)

ମ୍ୟୁଚୁଆଲ ଫଣ୍ଡର ପ୍ରକାରଭେଦ | Different Types of Mutual Funds Based on Various Categories.

ମ୍ୟୁଚୁଆଲ ଫଣ୍ଡ (Mutual Funds) ଆଜିର ବଜାରରେ ସବୁଠାରୁ ଲୋକପ୍ରିୟ ବିନିଯୋଗ (investment) ବିକଳ୍ପ । ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନୀ (Asset Management Companies/AMCs) ଅନେକ ବ୍ୟକ୍ତିଗତ ଏବଂ ଇନଷ୍ଟିଚ୍ୟୁସନାଲ୍ ବିନିଯୋଗକାରୀଙ୍କ ଟଙ୍କାକୁ ଏକତ୍ର କରି ଏହି ଫଣ୍ଡ ଚଳାନ୍ତି । ଫଣ୍ଡ ମ୍ୟାନେଜର (Fund Managers) ଏହି ପୁଞ୍ଜିକୁ ପରିଚାଳନା କରନ୍ତି । ଏହା ସାଧାରଣ ବିନିଯୋଗକାରୀଙ୍କୁ ବିଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ ପୋର୍ଟଫୋଲିଓ (portfolio)ରେ ବିନିଯୋଗ କରିବାର ସୁଯୋଗ ଦେଇଥାଏ। ମ୍ୟୁଚୁଆଲ ଫଣ୍ଡର ପ୍ରକାରଭେଦ (Types …